ଗଞ୍ଜାମରେ ୫ ହଜାର ପାର୍‌, ଦିନକରେ ପୁଣି ୨ ମୃତ, ୨୪୩ ପଜିଟିଭ୍ : ମୃତ୍ୟୁ ସଂଖ୍ୟା ୫୩ ଛୁଇଁଲା

ବ୍ରହ୍ମପୁର : ରାଜ୍ୟର ଏକ ତୃତୀୟାଂଶ କରୋନା ଆକ୍ରାନ୍ତ କେବଳ ଗଞ୍ଜାମରେ। ଗଞ୍ଜାମରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ। ଜିଲ୍ଲାରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପରେ ଏଯାବତ୍‌ ଲଗାମ ଲାଗି ପାରିନାହିଁ। ଆଜି ପୁଣି ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ କୋଭିଡ୍ ମୃତ୍ୟୁ ୫୦ ଓ ଅଣକୋଭିଡ୍‌ ୩ ଜଣଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି। ଆଜି ଯେଉଁ … Continue reading ଗଞ୍ଜାମରେ ୫ ହଜାର ପାର୍‌, ଦିନକରେ ପୁଣି ୨ ମୃତ, ୨୪୩ ପଜିଟିଭ୍ : ମୃତ୍ୟୁ ସଂଖ୍ୟା ୫୩ ଛୁଇଁଲା